Stikkord » Missing

Book Review: Missing

Title: Missing
Author: Sumana Roy
Publisher: Aleph Book Company
Pages: 265
ISBN: 978-9386021991
Source: Publisher

Missing is an account of 7 days in the life of a blind poet, named Nayan, while his wife goes missing. 676 ord igjen

Book Review

I hate you, but I love you

I hate every time I see you coming near me

I know I will always get lectured from you

I always want to avoid you… 153 ord igjen

Feelings

ତୁ ନାହୁଁ

ତୁ ନାହୁଁ ମୋ ପାଖରେ…

କେମିତି କହିବି ତତେ, ମତେ କେମିତି ଲାଗୁଚି!
ଜୀବନ ଟା ଯେମିତି ନିଦାଘ ମଧ୍ୟାହ୍ନର ଖାଁ ଖାଁ ବେଳ
ସବୁ ପରିପୂର୍ଣ୍ଣତା ଭିତରେ ବି ସବୁ କିଛି ହଜେଇ ଦେବାର କଷ୍ଟ
ଫଗୁଣର ପବନରୁ ଗ୍ରୀଷ୍ମର ଝାଞ୍ଜି ର ସ୍ପର୍ଶ!
କେମିତି ଗୋଟେ କହି ହଉ ନଥିବା ଖାଲି ଖାଲି ପଣ
ଛାତି ଭିତରଟା ରୁନ୍ଧି ହେଇ ଯିବାର ଯନ୍ତ୍ରଣା
କେମିତି ଗୋଟେ ଅବ୍ୟକ୍ତ ବେଦନାରେ ଭର୍ତ୍ତି ହୃଦୟ
ତତେ ଠକି ଦେଇଥିବା ର ଅପରାଧ ବୋଧ
ତତେ ଦୁରେଇ ଦେଇଥିବା ର ଆତ୍ମଗ୍ଲାନି
ନିଜର ସ୍ବାର୍ଥପରତା ର ଚିନ୍ତା ରେ ଭାରାକ୍ରାନ୍ତ ମନ
ଚାରି ଆଡ଼େ ଖାଲି ତୋରି ମୁହଁ, ତୋରି ହସ
ଚେଷ୍ଟା କରି ବି ନିଜକୁ ବୁଝେଇ ନ ପାରିବାର ନିପାରିଲା ପଣ

ତୋର ସେ ଅମୃତ ବୋଳା ମାଆ ଡାକ ବିନା
ନିସ୍ତବ୍ଧ ମୋ ଚାରି ପାଖର ପୃଥିବୀ
ତୋର ଅନୁପସ୍ଥିତିରେ ବିଷମୟ ମୋ ଦୁନିଆ
ତୋର ସେଇ ଶାନ୍ତ କମନୀୟ ନିଦ୍ରିତ ଚେହେରା
ମୋ ଆଖି ରେ ଆଣୁଚି ଅସରନ୍ତି ଲୁହର ବନ୍ୟା

ଇଛା ହଉଚି କୋଉ ଗୋଟେ ମନପବନ ଯାନ ମିଳି ଯାଆନ୍ତା କି
ଏଇ ମୁହୂର୍ତ୍ତରେ ତୋ ପାଖରେ ପହଞ୍ଚି ଯାଆନ୍ତି,
ତତେ ମନ ଭରି ଗେଲ କରନ୍ତି,
ତୋ ସେ କଅଁଳ ପଦ୍ମ କଢ଼ି ପରି ମୁହଁକୁ ମନ ଭରି ଦେଖନ୍ତି,
ଆଉ ଏତେ ଦିନ ଧରି ତତେ ମୋଠୁ ଦୂରେଇ
କରିଥିବା ପାପ ର ପ୍ରାୟଶ୍ଚିତ କରନ୍ତି
ମନ ଭରି କାନ୍ଦନ୍ତି, ଛାତି ତଳେ ଜମାଟ ବାନ୍ଧି ଥିବା ସବୁ
କୋହକୁ ଲୁହ କରି ବୁହାଇ ଦିଅନ୍ତି…

(Published in Storymirror.com)

#ଲିପିଲେଖା

MO - MISSING: Edmundson police seek help finding teen last seen Saturday | KMOV

ST. LOUIS (KMOV.com) – Police in Edmundson, Missouri are asking for help finding a missing 17-year-old.

Carmen Elizabeth Francis was last seen leaving her Edmundson home in a blue sedan around 11 a.m. 18 ord igjen

Missing

Police Searching For Missing 13-Year-Old Girl

BALTIMORE (WJZ) — Police are asking for the public’s help to find a missing 13-year-old girl.

Dejanae Anthony was last seen on Sunday in the 5900 block of Eurith Ave. 53 ord igjen

News

West Jordan Police seek man missing since July 2 | FOX 13 Salt Lake CIty

WEST JORDAN, Utah – The West Jordan Police Department asked for the public’s help locating a man who was last seen at his home over two weeks ago. 16 ord igjen

Missing